Showing posts with label This Month. Show all posts
Showing posts with label This Month. Show all posts

 RRR 

Rudram Ranam Rudhiram


RRR, https://cinejungle.blogspot.com/


RRR, https://cinejungle.blogspot.com/

RRR, https://cinejungle.blogspot.com/





ଆର .ଆର .ଆର (ରୁଦ୍ରାମ ରଣାମ ରୁଧୀରାମ) 

ଆକ୍ସନ୍ ରୋମାନ୍ସ 

ମୁକ୍ତି ତାରିଖ: ମାର୍ଚ୍ଚ ୨୫, ୨୦୨୨ଶୁକ୍ରବାର

କାଷ୍ଟିଂ: ଜୁନିଅର ଏନ ଟିଆର, ଅଜୟ ଦେବଗନ୍, ରାମ ଚରଣ ତେଜା, ଡେଜି ଏଡଗାର ଜୋନ୍ସ, ଆଲିଆ ଭଟ୍ଟ, ସାମୁଥିରାକାନି

ନିର୍ଦ୍ଦେଶକ: ଏସ.ଏସ.ରାଜ ମଉଲି

ପ୍ରଡ଼କ୍ସନ - ଭୂଷଣ କୁମାର, କୃଷ୍ଣ କୁମାର, ଅମର ବୁଟାଲା ଏବଂ ଗାରିମା 

ସାରାଂଶ

ବୁଲ ହେଉଛି ଆଉ ଏକ କାଳ୍ପନିକ କାହାଣୀ ପୂର୍ଣ୍ଣ ଚଳଚ୍ଚିତ୍ର, ଯାହାକି ରାଜ ମଉଲି ଙ୍କ ଦ୍ୱାରା ନିର୍ଦ୍ଦେଶିତ । ମୁଖ୍ୟ ଭୂମିକାରେ ଚଳଚ୍ଚିତ୍ର ତାରକା ଜୁନିଅର ଏନ ଟିଆର ।

୧୯୨୦ ଦଶକର ଦୁଇ କିମ୍ବଦନ୍ତୀ ସ୍ୱାଧୀନତା ସଂଗ୍ରାମୀ, ଆଲୁରି ସିତାରାମରାଜୁ ଏବଂ କୋମରାମ ଭୀମଙ୍କ ଉପରେ ଆଧାରିତ ଏକ କାଳ୍ପନିକ କାହାଣୀ ।


 JHUND


JHUND, https://cinejungle.blogspot.com/


JHUND, https://cinejungle.blogspot.com/


JHUND, https://cinejungle.blogspot.com/


ପ୍ରକାର: ଡ୍ରାମା

ମୁକ୍ତି ତାରିଖ: ମାର୍ଚ୍ଚ ୦୪, ୨୦୨୨ଶୁକ୍ରବାର

କାଷ୍ଟିଂ: ଅମିତାଭ ବଚ୍ଚନ,

ନିର୍ଦ୍ଦେଶକ: ନାଗରାଜ ମଞ୍ଜୁଲେ

ପ୍ରଡ଼କ୍ସନ - ଭୂଷଣ କୁମାର, କୃଷ୍ଣ କୁମାର, ସବିତା ରାଜ, ରାଜ ହିରେମାଥ ଏବଂ ନାଗରାଜ ମଞ୍ଜୁଲେ

ସାରାଂଶ

ଝୁଣ୍ଡ ହେଉଛି ୨୦୨୨ ରେ ବଲିଉଡ ର ଏକ ସ୍ପୋର୍ଟସ ଡ୍ରାମା ଚଳଚ୍ଚିତ୍ର, ଯାହାକୁ ନାଗରାଜ ମଞ୍ଜୁଲେ ନିର୍ଦ୍ଦେଶନା ଦେଇଛନ୍ତି | ମୁଖ୍ୟ ଭୂମିକାରେ ଚଳଚ୍ଚିତ୍ର ତାରକା ଅମିତାଭ ବଚ୍ଚନ। ଝୁଣ୍ଡ ରେ ଅମିତାଭ ବଚ୍ଚନଙ୍କୁ ଏକ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକଙ୍କ ଭୂମିକା ଦେଖିବାକୁ ମିଳିବ ,ଯିଏ ଏକ ବସ୍ତି ଆଞ୍ଚଲ ରେ ଫୁଟବଲ ଆନ୍ଦୋଳନ ଆରମ୍ଭ କରୁଛନ୍ତି | 



 1.ବ୍ୟାଟ୍ସମ୍ୟାନ୍ ମୁଭି

BAT MAN MOVIE POSTER, batman movie poster 1989 batman movie poster 2022 the batman movie poster hd batman poster the batman movie poster for sale batman poster india batman poster for wall



THE BATMAN MOVIE


THE BAT MAN MOVIE, https://cinejungle.blogspot.com/

ଆକ୍ସନ

ମୁକ୍ତି ତାରିଖ: ମାର୍ଚ୍ଚ ୦୪, ୨୦୨୨ଶୁକ୍ରବାର

କାଷ୍ଟିଂ: ରବର୍ଟ ପାଟିନ୍ସନ୍, ପିଟର ସରସଗାର୍ଡ, ଜନ୍ ଟୁରୁରୋ, ଆଲେକ୍ସ ଫର୍ନସ୍, ଜୋ କ୍ରାଭିଜ୍, ମ୍ୟାଟ୍ ରିଭସ୍, ଜେଫ୍ରି ରାଇଟ୍, ଡିଲିନ୍ କ୍ଲାର୍କ, ପଲ୍ ଡାନୋ, ଆଣ୍ଡି ସର୍କିସ୍, ସାଇମନ୍ ଇମାନୁଏଲ୍, କଲିନ୍ ଫାରେଲ୍, ୱାଲ୍ଟର ହେମାଡା, ବରୀ କିଓଗାନ୍, ଜେଇମ ଲସନ୍, ମାଇକେଲ୍ ଇ.ଉସଲାନ୍, ମ୍ୟାକ୍ସ କାରଭର, ଚାଣ୍ଟାଲ ନୋଙ୍ଗଭୋ, ଚାର୍ଲି କାରଭର, କନ ଓ’ନିଲ 

ନିର୍ଦ୍ଦେଶକ/ଲେଖକ

ମ୍ୟାଟ୍ ରିଭସ୍ 

ପ୍ରଡ଼କ୍ସନ

ଡାଇଲନ୍ କ୍ଲାର୍କ, ମ୍ୟାଟ୍ ରିଭସ୍ 

ପ୍ରଡ଼କ୍ସନ କମ୍ପାନୀ

ୱାର୍ଣ୍ଣର ବ୍ରଦର୍ସ୍ 

ପ୍ରଡ଼କ୍ସନ ସଂଗଠନ 

ଡିସି ଏଣ୍ଟର୍ଟେନ୍ମେଣ୍ଟ୍