RRR
Rudram Ranam Rudhiram
ଆର .ଆର .ଆର (ରୁଦ୍ରାମ ରଣାମ ରୁଧୀରାମ)
ଆକ୍ସନ୍ ରୋମାନ୍ସ
ମୁକ୍ତି ତାରିଖ: ମାର୍ଚ୍ଚ ୨୫, ୨୦୨୨ଶୁକ୍ରବାର
କାଷ୍ଟିଂ: ଜୁନିଅର ଏନ ଟିଆର, ଅଜୟ ଦେବଗନ୍, ରାମ ଚରଣ ତେଜା, ଡେଜି ଏଡଗାର ଜୋନ୍ସ, ଆଲିଆ ଭଟ୍ଟ, ସାମୁଥିରାକାନି
ନିର୍ଦ୍ଦେଶକ: ଏସ.ଏସ.ରାଜ ମଉଲି
ପ୍ରଡ଼କ୍ସନ - ଭୂଷଣ କୁମାର, କୃଷ୍ଣ କୁମାର, ଅମର ବୁଟାଲା ଏବଂ ଗାରିମା
ସାରାଂଶ
ବୁଲ ହେଉଛି ଆଉ ଏକ କାଳ୍ପନିକ କାହାଣୀ ପୂର୍ଣ୍ଣ ଚଳଚ୍ଚିତ୍ର, ଯାହାକି ରାଜ ମଉଲି ଙ୍କ ଦ୍ୱାରା ନିର୍ଦ୍ଦେଶିତ । ମୁଖ୍ୟ ଭୂମିକାରେ ଚଳଚ୍ଚିତ୍ର ତାରକା ଜୁନିଅର ଏନ ଟିଆର ।
୧୯୨୦ ଦଶକର ଦୁଇ କିମ୍ବଦନ୍ତୀ ସ୍ୱାଧୀନତା ସଂଗ୍ରାମୀ, ଆଲୁରି ସିତାରାମରାଜୁ ଏବଂ କୋମରାମ ଭୀମଙ୍କ ଉପରେ ଆଧାରିତ ଏକ କାଳ୍ପନିକ କାହାଣୀ ।
0 comments: